ସ୍ବାଧୀନତାର ୭୫ବର୍ଷ ପରେ ଦୁର୍ଗମ ଅଞ୍ଚଳର ବିକାଶ ଶୂନ

କେନ୍ଦ୍ର କହୁଛି- ଦେଶ ଆଗଉଛି, ରାଜ୍ୟ ସରକାର ଦେଖାଉଛନ୍ତି ଉନ୍ନତିର ଚିତ୍ର ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଏକ ଅପହଞ୍ଚ ଏବଂ ଦୁର୍ଗମ ଅଞ୍ଚଳ ହେଉଛି ମୁଣ୍ଡାକାଙ୍ଗା ନିକଟ ହସ୍ତିନାପୁର। ପୂର୍ବରୁ ଯାହାର ନାମ ଥିଲା ହାତୀକ୍ଲାଉ। ଏହି ଗାଁ ସବୁ କ୍ଷେତ୍ରରେ ଅବହେଳିତ। ନାହିଁ ନାହିଁର ଗାଁ ହସ୍ତିନାପୁର। ନା ଅଛି ରାସ୍ତା ନା ପାଣି ନା ବିଦ୍ୟାଳୟ। ଅଙ୍ଗନବାଡି … Continue reading ସ୍ବାଧୀନତାର ୭୫ବର୍ଷ ପରେ ଦୁର୍ଗମ ଅଞ୍ଚଳର ବିକାଶ ଶୂନ